Maya Maya
    • 6,99 €

Descrizione dell’editore

ମାୟା' ଅଷ୍ଟମ ଶତାବ୍ଦୀର ଓଡ଼ିଆ ସମାଜ ଓ ଶାସନତନ୍ତ୍ରର କଥା କହେ! ଶାସକ, ଶାସନ ଓ ଅନୁଶାସନ ଭିତରେ ଏକ ପ୍ରେମକଥା ଏଠାରେ ବେଶ ସାବଲୀଳ ଭାବେ ଗତିଶୀଳ! ବ୍ରାହ୍ମଣ୍ୟ, ବୌଦ୍ଧ ଓ ରାଜନ୍ୟ ପରିମଣ୍ଡଳ ଭିତରେ ବିୟତପ୍ରଜ୍ଞା ଏକ ଅଦ୍ଵିତୀୟ କାହାଣୀ ଗଢ଼ିଛନ୍ତି, ଯାହା ଆଜିର ରାଜନୈତିକ ଓ ସାମାଜିକ ଜୀବନ ପାଇଁ ବି ଯଥାର୍ଥ!

GENERE
Narrativa
NARRATO DA
ରଦ
ରାକ୍ଷୀ ଦାଶ
LINGUA
OR
Oriya
DURATA
05:36
h min
PUBBLICATO
2021
10 luglio
EDITORE
Storyside IN
DIMENSIONE
340,9
MB