Ikigai: The Japanese secret to a long and happy life - Oriya (ଇକିଗାଈ : ଦୀର୍ଘ, ସୁସ୍ଥ ଏବଂ ଆନନ୍ଦିତ ଜୀବନର ସୂତ୍ର‪)‬

    • $1.99
    • $1.99

Publisher Description

The Japanese mystery of longevity, fitness and joyful life, They believe that every human is usually ikagai. While collecting information about this concept, ikagai for this book The author interacted with many centenarians and learned the secret of their longevity. That secret is kept before you through this book. This book will help you to achieve ikagai. 80 % secret to physical health healthy body, healthy minding the art of taking advantage of stresses Steve job’s love for Japanese culture logo therapy and morita therapy the Union of culture and mystical practice – “live every moment in the present”.



ଜାପାନର ଅଧିବାସୀମାନଙ୍କର ଧାରଣା ଏହା ଯେ ପ୍ରତ୍ୟେକ ମନୁଷ୍ୟର ଇକିଗାଈ ଥାଏ । ଏହି ପୁସ୍ତକ ପାଇଁ ଇକିଗାଈ ଅବଧାରଣା ବାବଦରେ ସୂଚନା ଏକତ୍ରିତ କରିବା ସମୟରେ ଲେଖକ ଦ୍ୱୟ ଅନେକ ଶତାୟୁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେମାନଙ୍କ ସହ କଥାବାର୍ତ୍ତା କରି ଦୀର୍ଘାୟୁ ଜୀବନର ସୂତ୍ର ଜାଣିବାକୁ ପାଇଲେ । ସେମାନେ ଏହି ସୂତ୍ରଗୁଡ଼ିକୁ ପୁସ୍ତକ ମାଧ୍ୟମରେ ଆପଣଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏହି ପୁସ୍ତକ ଆପଣଙ୍କୁ ନିଜର ଇକିଗାଈ ପ୍ରାପ୍ତ କରିବାରେ ସହାୟକ ହେବ ।*ଶାରୀରିକ ସୁସ୍ଥତା ପାଇଁ ୮୦ ପ୍ରତିଶତର ସୂତ୍ର


*ସୁସ୍ଥ ଶରୀର, ସୁସ୍ଥ ମନ


*ଚିନ୍ତାରୁ ଲାଭ ଉଠାଇବାର କୌଶଳ


*ଷ୍ଟିଭ୍‌ ଜବ୍‌ସଙ୍କ ଜାପାନର ସଂସ୍କୃତି ପ୍ରତି ପ୍ରେମ


*ଲୋଗୋ ଥେରାପି ଏବଂ ମୋରିତା ଥେରାପି


*ତନ୍ତ୍ରଜ୍ଞାନ ଏବଂ ସଂସ୍କୃତିର ସଙ୍ଗମ

GENRE
Health, Mind & Body
RELEASED
2021
April 2
LANGUAGE
EN
English
LENGTH
160
Pages
PUBLISHER
Diamond Pocket Books
SELLER
diamond pocket books pvt ltd
SIZE
1.9
MB

More Books by Hector Garcia

2021
2019
2018
2017